ହିତାଧିକାରୀ ଚୟନ ପ୍ରକିୟାରେ ଅନିୟମିତତା।

Related Scheme
Description
ନାମ - ଶିବାନୀ ମହାପାତ୍ର, ସୁଭଦ୍ରା ଯୋଜନା ଆବେଦନ ପତ୍ର ନମ୍ବର. SU-116081-00391 ଅଟେ। ଆବେଦନ ପତ୍ର ବାତିଲ ‌ହେବାର କାରଣ-ଅକ୍ଟୋବର୧୬ତାରିଖରେ REPRESENTATIVE FROM BOARD ଦର୍ଶାଯାଇଥିଲା। ମାତ୍ର ଅକ୍ଟୋବର ୧୮ତାରିଖରେ କାରଣରେ ପରିବର୍ତ୍ତନ କରାଯାଇ MORE THAN 5 ACRE IRRIGATED LAND OR 10 ACRE NON-IRRIGATED LAND IN FAMILY ଦର୍ଶାଯାଇଛି।ଭିତ୍ତିହୀନ କାରଣ ଦର୍ଶାଇ ସାଧାରଣ ପରିବାରର ଜଣେ ଯୋଗ୍ୟା ହିତାଧିକାରୀକୁ ଅନୁଦାନରୁ ବଞ୍ଚିତ କରାଯିବା କେତେଦୂର ଯଥାର୍ଥ। ନିଜର ହକ୍ ସାବ୍ୟସ୍ତ କରିବା ପାଇଁ ସରକାରଙ୍କ ସମସ୍ତ ପ୍ରକାରର ତଦନ୍ତ ପ୍ରକ୍ରିୟାକୁ ସମ୍ମାନର ସହ ଗ୍ରହଣ କରିବାକୁ ପ୍ରସ୍ତୁତ । ଆବେଦନ କରିବା ବେଳେ ସରକାରଙ୍କ ସମସ୍ତ ନିୟମାବଳୀ ପ୍ରତି ସମ୍ମାନ ଜଣାଇଥିବା ସତ୍ତ୍ୱେ ଯାଞ୍ଚ ପ୍ରକ୍ରିୟାରେ ଆମ୍ଭ ପ୍ରତି ସରକାରଙ୍କ ସ୍ୱଚ୍ଛତା ଏବଂ ନିରପେକ୍ଷତାର ଘୋର୍ ତୃଟି ପରିଲକ୍ଷିତ ହେଲା। ଆଶା ଓ ବିଶ୍ବାସ ଆମ୍ଭେ ଆମ୍ଭର ହକ୍ ଫେରି ପାଇବୁ ।

Add new comment

Plain text

  • No HTML tags allowed.
  • Lines and paragraphs break automatically.

Rich Format