ଘର ଓ ଆର୍ଥିକ ସହାୟତା ପାଇବା ନିମନ୍ତେ ନିବେଦନ

Description
ପ୍ରିୟ ମୁଖ୍ୟମନ୍ତ୍ରୀ ମହୋଦୟ, ମୋର ନାମ ଲିଲିପ କୁମ୍ଭାର,ପିତା ସ୍ବର୍ଗତ ନାରାୟଣ କୁମ୍ଭାର,ମାତା ସ୍ବର୍ଗତ ରତ୍ନ କୁମ୍ଭାର ମୋର ବୟସ ୩୦ ବର୍ଷ , ସା - ନୀଳକଣ୍ଠ ପଡା, ପୋ - କୁଦଗାଁ, ଭାୟା - ଆଠମଲ୍ଲିକ, ଜିଲ୍ଲା - ଅନୁଗୋଳ ପିନ୍ କୋଡ -୭୫୯୧୨୫ ଓଡ଼ିଶା ର ଅନାଥ ଓ ଗରିବ ପୁଅ ଟିଏ. ଛୋଟ ରୁ ପିତା ମାତା ଙ୍କୁ ହରେଇଛି. ଏବଂ ଆଜି ଯାଏ ସଂଘର୍ଷ ଜୀବନ ଯାପନ କରୁଛି. ବାହାର ପ୍ରଦେଶ ରେ ରହି କାମ କରି ପେଟ ପଶୁଛି. ମୋର ଘର ଟିଏ ନାହିଁ. ବିବାହ କରିବାକୁ ଆର୍ଥିକ ସମ୍ବଳ ମଧ୍ୟ ନାଇ. ମୋର ଭାଇ ଗୋଟିଏ ବି ଅଛି ସେ ବି ଜଣେ ବେରଜଗାର, ଏଣୁ ବିନିତ ଅନୁରୋଧ କରେକି ମତେ ଗୋଟିଏ ଘର ଏବଂ କିଛି ଆର୍ଥିକ ସହାୟତା କରଗେଲେ, ମୋର ଓଡ଼ିଶା ରେ ରହି କିଛି ବି ବ୍ୟବସାୟ କରି ଜୀବନ କୁ ଆଗକୁ ନେବି ଏବଂ ବିବାହ ମଧ୍ୟ କରିବି. ଓ ମୋର ଭଟ୍ ପ୍ରଦାନ କରି ଆପଣଙ୍କୁ ନିର୍ବାଚିତ କରିଥିବାରୁ ନିଜକୁ ଧନ୍ୟ ମନେ କରିବି. ଆପଣଙ୍କ ବିଶ୍ଵସ୍ତ ଲିଳିପ କୁମ୍ଭାର Mob- ୯୯୩୭୭୮୩୬୪୧

Add new comment

Plain text

  • No HTML tags allowed.
  • Lines and paragraphs break automatically.