ଭିତ୍ତିହୀନ କାରଣ ଦର୍ଶାଇ ସୁଭଦ୍ରା ଯୋଜନାରେ ପ୍ରତ୍ୟାଖ୍ୟାନ ତାଲିକାଭୁକ୍ତ କରାଯାଇଥିବା ସମ୍ପର୍କରେ

Related Scheme
Description
ଯେଉଁ କାରଣ ଦର୍ଶାଇ ପ୍ରତ୍ୟାଖ୍ୟାନ ତାଲିକାଭୁକ୍ତ କରାଯାଇଛି,ତାହାର ପୁର୍ନବିଚାର କରାଯାଉ।ତତ୍ସହିତ ଆବଶ୍ୟକୀୟ ଦସ୍ତାବିଜ ମଧ୍ୟ ଯାଞ୍ଚ ପରିସରଭୁକ୍ତ କରାଯାଉ। ପ୍ରକାଶଥାଉକି, ସରକାରୀ ସ୍ତରରେ ସମସ୍ତ ପ୍ରକାରର ଯାଞ୍ଚ୍ ପ୍ରକ୍ରିୟାକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ।ଜଣେ ଯୋଗ୍ୟ ହିତାଧିକାରୀ ହୋଇଥିବାରୁ ଭ୍ରମିତ କରିବାର କୈାଣସି ଉଦ୍ଦେଶ୍ୟ ନାହିଁ କେବଳ ନିଜର ଆବେଗ ଲେଖନୀ ମାଧ୍ୟମରେ ଅବଗତ କରୁଛି।ବିଚ଼ାର ଆପଣଙ୍କର।

Add new comment

Plain text

  • No HTML tags allowed.
  • Lines and paragraphs break automatically.

Rich Format